ତୋଳକ Toḻaka

  • ସଂ. ବିଣ. ପୁଂ. (ତୁଳ୍ ଧାତୁ+ଅକ) — ଯେ ଓଜନ କରେ; ପରିମାପକ — Weighing
  • ବି — ତୋଳ (ଦେଖ) — Toḻa (See)
  • ବି — ନିକିତି; ତରାଜୁ — A balance; scale
  • ବି — ବଟକରା — Standard weights
  • ବି — (ପୁଂ) ମାପୁଣି — Weighman