ତୋରେ Tore

  • ଦେ. (ପ୍ରାଚୀନ ପଦ୍ଯ) ସର୍ବନାମ — ତୋଠାରେ — In thee
  • ଦେ. (ପ୍ରାଚୀନ ପଦ୍ଯ) ସର୍ବନାମ — ମୂରଲି ! ତୋରେ ଶରଣ ଗଲି ଦିନେ ନ ଡାକିବୁ ରାଧିକା ବୋଲି। ସଙ୍ଗୀତ।
  • ଦେ. (ପ୍ରାଚୀନ ପଦ୍ଯ) ସର୍ବନାମ — ତୋତେ — To thee