ତୋବଡ଼ା Tobaṟḍ̠ā

  • ବୈଦେ. ବି. (ଆ. ତୋବରା) — ବୁଟ, କୋଳଥ ଆଦି ଦାନାପୂର୍ଣ୍ଣ ଥଳି, ଯାହା ଘୋଡ଼ା ମୁହଁରେ ବାନ୍ଧି ମୁଣ୍ଡରୁ ଲଟକାଇ ଦିଆଯାଏ — A horse mouth-bag; nose-bag
  • ବୈଦେ. ବି. (ଆ. ତୋବରା) — ଡାକବାଲାର ଥଳି — A postman's bag