ତୋଦ Toda

  • ସଂ. ବି. (ତୁଦ୍ ଧାତୁ+ଭାବ. ଅ) — ପୀଡ଼ା — Pain; pang; anguish
  • ସଂ. ବି. (ତୁଦ୍ ଧାତୁ+ଭାବ. ଅ) — ବ୍ଯଥା; ବଥାଇବା — Aching