ତୋତ୍ର Totra

  • ସଂ. ବି. କ୍ଳୀ. (ତୁଦ୍ ଧାତୁ=ପୀଡ଼ା ଦେବା+କରଣ. ତ୍ର) — ଗୋରୁଜଗା ପାଞ୍ଚଣ; ଛାଟେଣୀ — A wand or stick for driving cattle; a cowherd's wand
  • ସଂ. ବି. କ୍ଳୀ. (ତୁଦ୍ ଧାତୁ=ପୀଡ଼ା ଦେବା+କରଣ. ତ୍ର) — ହାତୀ ଆଙ୍କୁଶା; ଅଙ୍କୁଶ — An iron hook for driving elephants; elephant-goad