ତୋତେ Tote

  • ଦେ. ସର୍ବନାମ (ଅମାନ୍ୟାର୍ଥକ) — 'ତୁ' ର 2 ୟା ବିଭକ୍ତ ଏକବଚନ — 'ତୁ' ର2ୟା ବିଭକ୍ତ ଏକବଚନ—To thee
  • ଦେ. ସର୍ବନାମ (ଅମାନ୍ୟାର୍ଥକ) — ତୋତେ ସେବିବେ ସେହି ବକ ପଙ୍କତି—ରାଧାନାଥ. ମେଘଦୂତ ।