ତୋତଲା Totalā

  • ଦେ. ବିଣ.—(ବଙ୍ଗଳାରୁ ଅନୁକୃତ; ସଂ. କ୍ରୁଟ୍ ଧାତୁ= ଭାଙ୍ଗିଯିବା) — ଖନା; ଯାହାର ପାଟି ଲାଗେ; ଯେ କଥା କହିଲା ବେଳେ ଅକ୍ଷରମାନଙ୍କୁ ଏକାଧିକ ଥର ଉଚ୍ଚାରଣ କରେ — Stammering