ତୋକ Toka

  • ସଂ. ବି. ପୁଂ (ତୁ ଧାତୁ=ବୃଦ୍ଧି ପାଇବା+କ) — ଶିଶୁ; ଛୋଟ ପିଲା — Child; boy
  • ସଂ. ବି. ପୁଂ (ତୁ ଧାତୁ=ବୃଦ୍ଧି ପାଇବା+କ) — (ନାମ) ଶ୍ରୀକୃଷ୍ଣଙ୍କର ଜଣେ ସଖା — Name of a companion of Ṡrīkṛushṇa