ତୈଳ Ta̲i̱ḻa
- ସଂ. ବି. (ତିଳ+ବିକାରାର୍ଥେ. ଅ) — ରାଶିତେଲ — Sesamum oil
- ସଂ. ବି. (ତିଳ+ବିକାରାର୍ଥେ. ଅ) — ତେଲ, ମାଲପା — Oil
- ସଂ. ବି. (ତିଳ+ବିକାରାର୍ଥେ. ଅ) — ଚିକ୍କଣ ବା ସ୍ନେହ ଦ୍ରବ ପଦାର୍ଥ — Oily liquid
- ସଂ. ବି. (ତିଳ+ବିକାରାର୍ଥେ. ଅ) — ଲୋଭନ୍ — Benzion (Apte)
- ସଂ. ବି. (ତିଳ+ବିକାରାର୍ଥେ. ଅ) — ଆୟୁର୍ବେଦୋକ୍ତ ପ୍ରକ୍ରିୟାରେ ପ୍ରସ୍ତୁତ ତୈଳ — Mediciated oil