ତୈତିଳ Ta̲i̱tiḻa

  • ସଂ. ବି (ତିତିଳ+ଅ) — ଗଣ୍ଡାର; ଗଣ୍ଡାପଶୁ — Rhinoceros
  • ସଂ. ବି (ତିତିଳ+ଅ) — ଜ୍ୟୋତିଷୋକ୍ତ ବବ, ବାଳବ ପ୍ରଭୃତି କରଣ ମଧ୍ୟରୁ ଚତୁର୍ଥ କରଣ — The fourth of astrological combinations called 'Karaṇa'
  • ସଂ. ବି (ତିତିଳ+ଅ) — ଦେବତା — Deity