ତେହ୍ନେ Tehne

  • ଦେ. (ପଦ୍ଯ) କ୍ରି. ବିଣ. ଓ ଅ.—(ତୁଳ. ଯେହ୍ନେ, କେହ୍ନେ) ସେହି ପ୍ରକାରେ — In that manner
  • ଦେ. (ପଦ୍ଯ) କ୍ରି. ବିଣ. ଓ ଅ.—(ତୁଳ. ଯେହ୍ନେ, କେହ୍ନେ) ମରାଇ ପତି, ଯେହ୍ନେ ବିଟ ଯୁବତୀ; ଜାରପୁରୁଷ ଆବୋରି ବୋଲାଏ ସତୀ, ତେହ୍ନେ ତୋ ମତି— ବିଶ୍ୱନାଥ, ବିଚିତ୍ରରାମାୟଣ।