ତେଲିଆ Teliā

  • ଦେ. ବି — ତିଲୁଆ (ଦେଖ) — Tiluā (See)
  • ବିଣ — ତୈଳାକ୍ତ — Oily; greasy
  • ବିଣ — ତୈଳସ୍ୱାଦଯୁକ୍ତ — Having an oily taste
  • ବିଣ — ଯେ ଦେହରେ ତେଲ ଲଗାଇ ଥାଏ — Steeped with or annointed with oil
  • ବିଣ — ତେଲିଆ ମୁଣ୍ଡରେ ତେଲ—ଢଗ।
  • ବିଣ — ଚିକ୍କଣିଆ — Smooth
  • ବିଣ — ଯହିଁରେ ତୈଳ ଅଧିକ ପରିମାଣରେ ଅଛି — Abounding in oil