ତେରଜି Teraji

  • ବୈଦେ. ବି. (ଆ. ତେରିଜ୍=ବାଆଁରୁ ଡାହାଣକୁ ଧାଡ଼ି— ମୂଳିଆ ଅଙ୍କମାନଙ୍କର ମିଶାଣ; ଯୋଗ; କଚିରିଆ) — ଯୋଗ, ମିଶାଣ — Addition
  • ବୈଦେ. ବି. (ଆ. ତେରିଜ୍=ବାଆଁରୁ ଡାହାଣକୁ ଧାଡ଼ି— ମୂଳିଆ ଅଙ୍କମାନଙ୍କର ମିଶାଣ; ଯୋଗ; କଚିରିଆ) — ସଙ୍କଳନ — Compilation
  • ବୈଦେ. ବି. (ଆ. ତେରିଜ୍=ବାଆଁରୁ ଡାହାଣକୁ ଧାଡ଼ି— ମୂଳିଆ ଅଙ୍କମାନଙ୍କର ମିଶାଣ; ଯୋଗ; କଚିରିଆ) — ବହୁ ସଂଖ୍ୟାର ଯୋଗଫଳ — Sum total of many figures
  • ବୈଦେ. ବି. (ଆ. ତେରିଜ୍=ବାଆଁରୁ ଡାହାଣକୁ ଧାଡ଼ି— ମୂଳିଆ ଅଙ୍କମାନଙ୍କର ମିଶାଣ; ଯୋଗ; କଚିରିଆ) — ବିବରଣ ପତ୍ର — Statement
  • ବୈଦେ. ବି. (ଆ. ତେରିଜ୍=ବାଆଁରୁ ଡାହାଣକୁ ଧାଡ଼ି— ମୂଳିଆ ଅଙ୍କମାନଙ୍କର ମିଶାଣ; ଯୋଗ; କଚିରିଆ) — ଯେଉଁ ମହାଜନି ଓ ଜମିଦାରି ବା ଅନ୍ଯାନ୍ୟ ସିରସ୍ତାର ହିସାବ କାଗଜରେ ଜମା ଓ ଖରଚଆଦିର ସଂଖ୍ୟା ବା ପରିମାଣ କ୍ରମିକ ଭାବରେ ବାଆଁରୁ ଡାହାଣକୁ ଏବଂ ସ୍ତମ୍ଭାକାରରେ ଉପରୁ ତଳକୁ ଲେଖାଯାଇ ସ୍ତମ୍ଭାକାରରେ ଲିଖିତ ସଂଖ୍ୟାମାନଙ୍କର ଓ ରେଖାକାରରେ ଲିଖିତ ସଂଖ୍ୟାମାନଙ୍କର ସମଷ୍ଟି କରାଯାଇ ଥାଏ — A zamindar's or merchant's account book showing the statements and totals of serial items under different heads in columns and lines
  • ବୈଦେ. ବି. (ଆ. ତେରିଜ୍=ବାଆଁରୁ ଡାହାଣକୁ ଧାଡ଼ି— ମୂଳିଆ ଅଙ୍କମାନଙ୍କର ମିଶାଣ; ଯୋଗ; କଚିରିଆ) — କ୍ରମାନୁସାରେ ସ୍ତମ୍ଭାକାରରେ ଉପରୁ ତଳକୁ ଓ ରେଖା- କାରରେ ବାଆଁରୁ ଡାହାଣକୁ ଲେଖା ହୋଇଥିବା ସଂଖ୍ୟାମାନଙ୍କର ସମଷ୍ଟି କରାଯାଇ ହିସାବ ମିଳାଯିବାର ପ୍ରଣାଳି — The system of double accounting by totalling up the serial figures vertically and horizentally
  • ବୈଦେ. ବି. (ଆ. ତେରିଜ୍=ବାଆଁରୁ ଡାହାଣକୁ ଧାଡ଼ି— ମୂଳିଆ ଅଙ୍କମାନଙ୍କର ମିଶାଣ; ଯୋଗ; କଚିରିଆ) — ଗୋସୁଆରା (ଦେଖ) — Gosuārā (See)