ତେଜବର Tejabara
- ପ୍ରାଦେ (ବାଲେଶ୍ୱର) ବି. (ତୁଳ. ବଂ. ଏହି ଅର୍ଥରେ ଏହି ଶବ୍ଦ) — ଯେ ତୃତୀୟ ଥର ବିବାହ କରିଅଛି — A person who has married three times in succession
- ପ୍ରାଦେ (ବାଲେଶ୍ୱର) ବି. (ତୁଳ. ବଂ. ଏହି ଅର୍ଥରେ ଏହି ଶବ୍ଦ) — ଟଙ୍କାଟା ଠିକ ହେଉଁ ହେଉଁ ବରର ବୟସ ହୋଇ ଗଲାଣି ପଚାଶ, କିମ୍ବା ଧନବନ୍ତ ଲୋକ ଜୋଜବର ଓ ତେଜବର ବୟସ ଷାଠିଏ। ଫକୀରମୋହନ, ଗଳ୍ପସ୍ୱଳ୍ପ।