ତେଜନ Tejana

  • ସଂ. ବି. (ତିଜ୍ ଧାତୁ+ଭାବ. ଅନ) — ତୀକ୍ଷ୍ଣୀକରଣ — Sharpening
  • ସଂ. ବି. (ତିଜ୍ ଧାତୁ+ଭାବ. ଅନ) — ଦୀପ୍ତକରଣ — Illuminating
  • ସଂ. ବି. (ତିଜ୍ ଧାତୁ+ଭାବ. ଅନ) — (+କର୍ମ ଅନଟ୍)—ବାଉଁଶ — Bamboo
  • ସଂ. ବି. (ତିଜ୍ ଧାତୁ+ଭାବ. ଅନ) — ମୁଞ୍ଜୁତୃଣ; ମୁରୁଗାଘାସ; କାଣ୍ଡଶର — The Mun̄ja grass
  • ସଂ. ବି. (ତିଜ୍ ଧାତୁ+ଭାବ. ଅନ) — ଶରତୃଣ — The sara reed