ତେଜଣା Tejaṇā

  • ଦେ. ବି. (ସଂ. ତେଜନ) — ତୀକ୍ଷ୍ଣୀକରଣ; ପଜାଇବା — Act of whetting; sharpening
  • ଦେ. ବି. (ସଂ. ତେଜନ) — ଜଳୁଥିବା ପ୍ରଦୀପର ବଳିତାକୁ ତେଜିବା ନିମନ୍ତେ ବ୍ଯବହୃତ ଶଳାକା ବା କାଠୀ — A pick used to trim or push up the wick of a burning oil lamp; a trimmer
  • ଦେ. ବି. (ସଂ. ତେଜନ) — ଦୀପକୁ ତେଜିବା — The trimming of the wick of a lamp; the act of pushing up the wick of a burning lamp