ତେଇଶ Teiṡa

  • ଦେ. (ସଂଖ୍ୟାବାଚକ) (ସଂ. ତ୍ରୟୋବିଂଶ; ପ୍ରା. ତେବୀସ; ତେଇସ୍)—ବି 23 ସଂଖ୍ୟା — 23ସଂଖ୍ୟା— The number 23; twenty-three
  • ବିଣ — 23 ସଂଖ୍ୟକ — 23ସଂଖ୍ୟକ—. Numbering twenty-three
  • ବିଣ — ତ୍ରୟୋବିଂଶ — Twenty-third