ତୃଣ Tṛuṇa

  • ସଂ. ବି.— (ତୃଣ୍ ଧାତୁ+କର୍ମ. ଅ; ଯାହାକୁ ଗୋମେଷାଦି ଭକ୍ଷଣ କରନ୍ତି; କିମ୍ବା ତୃହ୍ ଧାତୁ=ଆଘାତ କରିବା+ଣ; ଯାହାକୁ ସମସ୍ତେ ଗୋଡ଼ଦ୍ୱାରା ମାଡ଼ି ଆଘାତ କରନ୍ତି; କିମ୍ବା ତୃହ୍ ଧାତୁ =ବୃଦ୍ଧି ପାଇବା+କର୍ତ୍ତୃ. ଣ; ଯାହା ବିନା ଯତ୍ନରେ ବଢ଼େ) — ଘାସ — Grass
  • ସଂ. ବି.— (ତୃଣ୍ ଧାତୁ+କର୍ମ. ଅ; ଯାହାକୁ ଗୋମେଷାଦି ଭକ୍ଷଣ କରନ୍ତି; କିମ୍ବା ତୃହ୍ ଧାତୁ=ଆଘାତ କରିବା+ଣ; ଯାହାକୁ ସମସ୍ତେ ଗୋଡ଼ଦ୍ୱାରା ମାଡ଼ି ଆଘାତ କରନ୍ତି; କିମ୍ବା ତୃହ୍ ଧାତୁ =ବୃଦ୍ଧି ପାଇବା+କର୍ତ୍ତୃ. ଣ; ଯାହା ବିନା ଯତ୍ନରେ ବଢ଼େ) — [ଦ୍ର—ତୃଣ କାଣ୍ଡରେ ମଞ୍ଜ ନ ଥାଏ, ଏହାର କାଣ୍ଡ ବା ଡାଙ୍ଗ ଫମ୍ପା ଏବଂ ଗଣ୍ଠିଆ; ଦୁଇଗଣ୍ଠି ମଧ୍ୟସ୍ଥ ଅଂଶକୁ ପବ ବୋଲାଯାଏ, ଧାନ ଗଛ ଓ ବାଉଁଶଗଛ ମଧ୍ୟ ତୃଣ ଶ୍ରେଣୀର।]
  • ସଂ. ବି.— (ତୃଣ୍ ଧାତୁ+କର୍ମ. ଅ; ଯାହାକୁ ଗୋମେଷାଦି ଭକ୍ଷଣ କରନ୍ତି; କିମ୍ବା ତୃହ୍ ଧାତୁ=ଆଘାତ କରିବା+ଣ; ଯାହାକୁ ସମସ୍ତେ ଗୋଡ଼ଦ୍ୱାରା ମାଡ଼ି ଆଘାତ କରନ୍ତି; କିମ୍ବା ତୃହ୍ ଧାତୁ =ବୃଦ୍ଧି ପାଇବା+କର୍ତ୍ତୃ. ଣ; ଯାହା ବିନା ଯତ୍ନରେ ବଢ଼େ) — କୁଟା — Straw
  • ସଂ. ବି.— (ତୃଣ୍ ଧାତୁ+କର୍ମ. ଅ; ଯାହାକୁ ଗୋମେଷାଦି ଭକ୍ଷଣ କରନ୍ତି; କିମ୍ବା ତୃହ୍ ଧାତୁ=ଆଘାତ କରିବା+ଣ; ଯାହାକୁ ସମସ୍ତେ ଗୋଡ଼ଦ୍ୱାରା ମାଡ଼ି ଆଘାତ କରନ୍ତି; କିମ୍ବା ତୃହ୍ ଧାତୁ =ବୃଦ୍ଧି ପାଇବା+କର୍ତ୍ତୃ. ଣ; ଯାହା ବିନା ଯତ୍ନରେ ବଢ଼େ) — ଗନ୍ଧତୃଣ — Scented grass
  • ସଂ. ବି.— (ତୃଣ୍ ଧାତୁ+କର୍ମ. ଅ; ଯାହାକୁ ଗୋମେଷାଦି ଭକ୍ଷଣ କରନ୍ତି; କିମ୍ବା ତୃହ୍ ଧାତୁ=ଆଘାତ କରିବା+ଣ; ଯାହାକୁ ସମସ୍ତେ ଗୋଡ଼ଦ୍ୱାରା ମାଡ଼ି ଆଘାତ କରନ୍ତି; କିମ୍ବା ତୃହ୍ ଧାତୁ =ବୃଦ୍ଧି ପାଇବା+କର୍ତ୍ତୃ. ଣ; ଯାହା ବିନା ଯତ୍ନରେ ବଢ଼େ) — ବାଉଁଶ — Bamboo
  • ସଂ. ବି.— (ତୃଣ୍ ଧାତୁ+କର୍ମ. ଅ; ଯାହାକୁ ଗୋମେଷାଦି ଭକ୍ଷଣ କରନ୍ତି; କିମ୍ବା ତୃହ୍ ଧାତୁ=ଆଘାତ କରିବା+ଣ; ଯାହାକୁ ସମସ୍ତେ ଗୋଡ଼ଦ୍ୱାରା ମାଡ଼ି ଆଘାତ କରନ୍ତି; କିମ୍ବା ତୃହ୍ ଧାତୁ =ବୃଦ୍ଧି ପାଇବା+କର୍ତ୍ତୃ. ଣ; ଯାହା ବିନା ଯତ୍ନରେ ବଢ଼େ) — କାଣ୍ଡଶର, ନଳ, ବେଣା, କୁଶଆଦି — Reeds
  • ସଂ. ବି.— (ତୃଣ୍ ଧାତୁ+କର୍ମ. ଅ; ଯାହାକୁ ଗୋମେଷାଦି ଭକ୍ଷଣ କରନ୍ତି; କିମ୍ବା ତୃହ୍ ଧାତୁ=ଆଘାତ କରିବା+ଣ; ଯାହାକୁ ସମସ୍ତେ ଗୋଡ଼ଦ୍ୱାରା ମାଡ଼ି ଆଘାତ କରନ୍ତି; କିମ୍ବା ତୃହ୍ ଧାତୁ =ବୃଦ୍ଧି ପାଇବା+କର୍ତ୍ତୃ. ଣ; ଯାହା ବିନା ଯତ୍ନରେ ବଢ଼େ) — (ଆଶୟାର୍ଥ) ଘାସପରି ନୀଚ, ନଗଣ୍ୟ ବା ତୁଚ୍ଛ ବ୍ଯକ୍ତି ବା ବସ୍ତୁ — A thing or person beneath one's contempt or notice; a thing or person of no worth or substance
  • ଗ୍ରା. ବି. — (ସଂ. ତୁଣୀର) କାଣ୍ଡମୁଣା; ତୂଣୀର — A quiver
  • ଗ୍ରା. ବି. — ଲକ୍ଷେ ବାଣ ତୃଣୁଁ କାଢି ଗୁଣେ ବସାଇଲେ, ଦୈତ୍ୟ ଉପରକୁ କୋପେ ନିଠାଇ ମାଇଲେ। ଶାରଳା. ବିଲଙ୍କାରାମାୟଣ ।