ତୂଳ Tūḻa

  • ସଂ. ବି. (ତୂଳ୍ ଧାତୁ=ଓଜନ କରିବା+ଅ) — ତୁଳା — Picked cotton
  • ସଂ. ବି. (ତୂଳ୍ ଧାତୁ=ଓଜନ କରିବା+ଅ) — ଶିମିଳିତୁଳା — Simmul cotton; silk cotton
  • ସଂ. ବି. (ତୂଳ୍ ଧାତୁ=ଓଜନ କରିବା+ଅ) — ଆକାଶ — The sky
  • ସଂ. ବି. (ତୂଳ୍ ଧାତୁ=ଓଜନ କରିବା+ଅ) — ତିନ୍ତୁଳି ଗଛ — Tamarind tree
  • ସଂ. ବି. (ତୂଳ୍ ଧାତୁ=ଓଜନ କରିବା+ଅ) — ତୁଁତ ଗଛ — The mulberry tree
  • ସଂ. ବି. (ତୂଳ୍ ଧାତୁ=ଓଜନ କରିବା+ଅ) — ଘାସର ବିଡ଼ା — A tuft of grass (Apte)
  • ସଂ. ବି. (ତୂଳ୍ ଧାତୁ=ଓଜନ କରିବା+ଅ) — ଧାତୁରା — Thorn apple (Apte)
  • ସଂ. ବି. (ତୂଳ୍ ଧାତୁ=ଓଜନ କରିବା+ଅ) — ବାୟୁ ମଣ୍ଡଳ — Atmosphere; air (Apte)
  • ସଂ. ବି. (ତୂଳ୍ ଧାତୁ=ଓଜନ କରିବା+ଅ) — ଫୁଲର କେଣ୍ଡା — A panicle of flowers (Apte)