ତୂଳିକା Tūḻikā

  • ସଂ. ବି (ତୁଳି+କ+ଆ) — ତୁଳି (ଦେଖ) — Tuḻi (See)
  • ସଂ. ବି (ତୁଳି+କ+ଆ) — କାଠକୁ ଭଅଁର କରିବା ଯନ୍ତ୍ର — A boring instrument (Apte)
  • ସଂ. ବି (ତୁଳି+କ+ଆ) — ଧାତୁ ତରଳା ହୋଇ ଢଳା ହେବା ଛାଞ୍ଚ — An ingot mould (Apte)
  • ସଂ. ବି (ତୁଳି+କ+ଆ) — କ୍ଷତାଦିର ଗଭୀରତା ନିରୂପଣାର୍ଥ ବ୍ଯବହୃତ କାଠି — A probing rod (Apte)