ତୂର Tūra

  • ସଂ. ବି. (ତୂର୍ ଧାତୁ=ଶୀଘ୍ର ଗମନ କରିବା+କର୍ତ୍ତୃ ଅ) — ତୂର୍ଯ୍ୟ; ଭେରୀ — A bugle; trumpet
  • ସଂ. ବି. (ତୂର୍ ଧାତୁ=ଶୀଘ୍ର ଗମନ କରିବା+କର୍ତ୍ତୃ ଅ) — କାହାଳୀ; ପେଁଏଁକାଳୀ; ପିତ୍ତଳ ନିର୍ମିତ ମହୁରୀ — Clarionet
  • ସଂ. ବି. (ତୂର୍ ଧାତୁ=ଶୀଘ୍ର ଗମନ କରିବା+କର୍ତ୍ତୃ ଅ) — ଆଗରେ ଦାଉଣ୍ଡି ଯେ ବାଜଇ ବୀର ତୁର ଦୋଷାଧୁ ବୋଲଇ ତୁମ୍ଭେ ଶୁଣ ସର୍ବନର—ବିଶ୍ୱନାଥ. ବିତିତ୍ରରାମାୟଣ।
  • ସଂ. ବି. (ତୂର୍ ଧାତୁ=ଶୀଘ୍ର ଗମନ କରିବା+କର୍ତ୍ତୃ ଅ) — (+ଭାବ. ଅ) ବେଗ — Speed (Apte)
  • ସଂ. ବି. (ତୂର୍ ଧାତୁ=ଶୀଘ୍ର ଗମନ କରିବା+କର୍ତ୍ତୃ ଅ) — (+କର୍ତ୍ତୃ. ଅ) ହରକରା; ଧାଉଡ଼ିଆ — Courier (Apte)
  • ସଂ. ବି. (ତୂର୍ ଧାତୁ=ଶୀଘ୍ର ଗମନ କରିବା+କର୍ତ୍ତୃ ଅ) — (+ଭାବ. ଅ) ତ୍ୱରାନ୍ୱିତହେବା — Hastening (Apte)