ତୂରୀ Tūrī

  • ସଂ. ବି. (ତୂର୍ ଧାତୁ+ଈ) — ତୂର (ଦେଖ) — Tūra (See)
  • ସଂ. ବି. (ତୂର୍ ଧାତୁ+ଈ) — ସିଂହଦ୍ୱାରେ ବସି ବଜାଇଲେ ଢୋଲ ତୁରୀ ନୃପତି ଛାମୁରେ ଯାଇଁ ଜଣାଇଲେ ଦ୍ୱାରୀ ଯେ—ଭଞ୍ଜ. ଲବଣ୍ୟବତୀ।
  • ସଂ. ବି. (ତୂର୍ ଧାତୁ+ଈ) — ଧାତୁରା — Thorn apple (Apte)