ତୂଣୀ Tūṇī

  • ସଂ. ବି (ତୂଣ ଧାତୁ+ସଂଜ୍ଞାର୍ଥ. ଈ) — ତୂଣ; ଶରମୁଣା — Quiver for arrows
  • ସଂ. ବି (ତୂଣ ଧାତୁ+ସଂଜ୍ଞାର୍ଥ. ଈ) — ନୀଳଗୁଳ୍ମ — Indigo plant
  • ସଂ. ବି (ତୂଣ ଧାତୁ+ସଂଜ୍ଞାର୍ଥ. ଈ) — ମୂତ୍ରାଶୟରୁ ବ୍ଯଥା ଉଠିବା ବାତରୋଗବିଶେଷ (ହି. ଶବ୍ଦସାଗର) — A kind of disease
  • ସଂ. ବିଣ. ପୁଂ. (ତୂଣ+ଇନ୍; 1 ମା. 1 ବ) — ତୃଣଧାରୀ — Bearing a quiver