ତୁସ୍ତ Tusta

  • ସଂ. ବି (ତୁସ୍ ଧାତୁ+ଭାବ. ତ) — ଚୂନା; ଧୂଳି — Dust; powder
  • ସଂ. ବି (ତୁସ୍ ଧାତୁ+ଭାବ. ତ) — ସୂକ୍ଷ୍ମ ଅଣୁ — Minute particle
  • ସଂ. ବି (ତୁସ୍ ଧାତୁ+ଭାବ. ତ) — ପୁଷ୍ପ ରଜଃ — The farina or pollen of a flower
  • ସଂ. ବି (ତୁସ୍ ଧାତୁ+ଭାବ. ତ) — ସ୍ତ୍ରୀ ରଜଃ — The menstrual flux