ତୁଳିତ Tuḻita

  • ସଂ. ବିଣ. (ତୁଳ ଧାତୁ+କର୍ମ. ତ) — ପରିମିତ — Measured
  • ସଂ. ବିଣ. (ତୁଳ ଧାତୁ+କର୍ମ. ତ) — ଓଜନ କରାଯାଇ ଥିବା — Weighed
  • ସଂ. ବିଣ. (ତୁଳ ଧାତୁ+କର୍ମ. ତ) — ତୁଳନା କରାଯାଇ ଥିବା; ଉପମିତ — Compared
  • ସଂ. ବିଣ. (ତୁଳ ଧାତୁ+କର୍ମ. ତ) — ଉପରକୁ ଉଠାଯାଇଥବା; ଉତ୍କ୍ଷିପ୍ତ — Lifted; raised
  • ସଂ. ବିଣ. (ତୁଳ ଧାତୁ+କର୍ମ. ତ) — ଚାଳିତ — Moved