ତୁଳସୀ Tuḻasī

  • ଦେ. ବି — (ଭାଗବତ) ତୁଳସୀ ଦେବୀ; ବୃନ୍ଦାବତୀ — Name of a woman who was transformed into the Holy Tuḻasī plant
  • ଦେ. ବି — ତୁଳସୀ ଗଛର ପତ୍ର — The leaf of a Tuḻasī plant
  • ଦେ. ବି — ତୁଳସୀ ନାମ୍ନୀ ସ୍ତ୍ରୀର ଡାକ ନାମ — Name for calling Tuḻasī