ତୁରକ୍ Turak

  • ବୈଦେ. ବି ଓ ବିଣ. (ଫା. ତୁର୍କ୍; ତୁଳ. ସଂ. ତୁରୁଷ୍କ; ଇଂ. ଟର୍କ) — ତୁର୍କ (ଦେଖ) — Turka (See)
  • ବୈଦେ. ବି ଓ ବିଣ. (ଫା. ତୁର୍କ୍; ତୁଳ. ସଂ. ତୁରୁଷ୍କ; ଇଂ. ଟର୍କ) — ତୁରକମାନେ ଦୁଇ ଜାହାଜକୁ ସଙ୍ଗଡ଼ି ପକାଇଲେ। ଫକୀରମୋହନ. ଗଳ୍ପସ୍ୱଳ୍ପ।