ତୁମେ Tume
- ଦେ. ସର୍ବନାମ (ଏକକବଚନ ଓ ବହୁବଚନ; ପରିଚିତ ବ୍ଯକ୍ତିଙ୍କ ପ୍ରତି ବ୍ଯବହୃତ; ସଂ, ଯୁଷ୍ମଦ୍ ଶବ୍ଦର ପ୍ରଥମା ବିଭକ୍ତି 1 ବଚନ ତ୍ୱମ୍; ପ୍ରା. ତୁମ୍ଭେ) — ତୁମ୍ଭେ (ଦେଖ) — Tumbhe (See)
- ଦେ. ସର୍ବନାମ (ଏକକବଚନ ଓ ବହୁବଚନ; ପରିଚିତ ବ୍ଯକ୍ତିଙ୍କ ପ୍ରତି ବ୍ଯବହୃତ; ସଂ, ଯୁଷ୍ମଦ୍ ଶବ୍ଦର ପ୍ରଥମା ବିଭକ୍ତି 1 ବଚନ ତ୍ୱମ୍; ପ୍ରା. ତୁମ୍ଭେ) — [ଏ ଶବ୍ଦର ଗ୍ରାମ୍ୟ ରୂପ ତମେ, ତିମେ, ତେମେ]