ତୁମୂଳ Tumūḻa
- ସଂ. ବିଣ (ତୁ ଧାତୁ=ବଧ କରିବା+କର୍ମ. ମୂଳ) — ଘୋରତର ଗୋଳମାଳ ପୂର୍ଣ୍ଣ — Tumultuous
- ସଂ. ବିଣ (ତୁ ଧାତୁ=ବଧ କରିବା+କର୍ମ. ମୂଳ) — ଅତିଶୟ — Excessive
- ସଂ. ବିଣ (ତୁ ଧାତୁ=ବଧ କରିବା+କର୍ମ. ମୂଳ) — ଭୟଙ୍କର; ଭୟାନକ — Dreadful; terrible
- ସଂ. ବିଣ (ତୁ ଧାତୁ=ବଧ କରିବା+କର୍ମ. ମୂଳ) — ଉତ୍କଟ; ଅତି ପ୍ରବଳ — Violent
- ସଂ. ବିଣ (ତୁ ଧାତୁ=ବଧ କରିବା+କର୍ମ. ମୂଳ) — ଘୋର — Serious; grave
- ବି.—(+ ଅଧିକରଣ ମୂଳ) — ମାରପିଟ — Brawl; affray
- ବି.—(+ ଅଧିକରଣ ମୂଳ) — କଳହ — Quarrel
- ବି.—(+ ଅଧିକରଣ ମୂଳ) — ଗଣ୍ଡଗୋଳ — Uproar; tumult
- ବି.—(+ ଅଧିକରଣ ମୂଳ) — ଯୁଦ୍ଧ — Conflict; fighting
- ବି.—(+ ଅଧିକରଣ ମୂଳ) — ଯୁଦ୍ଧରେ ପରସ୍ପରବିରୋଧୀ ବହୁ ସୈନ୍ୟଙ୍କ ଗହଳ ଚହଳ — Bustle created by the movement of opposing soilders in a fight
- ବି.—(+ ଅଧିକରଣ ମୂଳ) — ବାହାଡ଼ା ଗଛ (ହି, ଶବ୍ଦସାଗର) — Beleric Myrobalan