ତୁବି Tubi

  • ସଂ. ବି. (ତୁ ଧାତୁ= ପୀଡ଼ା ଦେବା+ କର୍ତ୍ତୃ ସଂଜ୍ଞାର୍ଥେ ବି) — ତୁଂବୀ; ପିତା ଲାଉ (ହି. ଶବ୍ଦସାଗର) — Bitter gourd
  • ସଂ. ବି. (ତୁ ଧାତୁ= ପୀଡ଼ା ଦେବା+ କର୍ତ୍ତୃ ସଂଜ୍ଞାର୍ଥେ ବି) — ତୁମ୍ବା (ଦେଖ) — Tumbā (See)