ତୁବରୀ Tubarī

  • ସଂ. ବି. (ତୁବର+ ସ୍ତ୍ରୀ. ଈ) — ବର୍ବରା; ଦୁଲଭା (ଦ୍ରବ୍ଯଗୁଣ) — Ocimum Gratissimum
  • ସଂ. ବି. (ତୁବର+ ସ୍ତ୍ରୀ. ଈ) — ସୌରାଷ୍ଟ୍ରୀ ମୃତ୍ତିକା (ଦ୍ରବ୍ଯଗୁଣ) — Coloured earth found in Gujerat
  • ସଂ. ବି. (ତୁବର+ ସ୍ତ୍ରୀ. ଈ) — ରାଇ ସୋରିଷ (ଦ୍ରବ୍ଯଗୁଣ) — Rye; mustard