ତୁତି Tuti
- ବୈଦେ. ବି. (ଫା) — କ୍ଷୁଦ୍ର ପକ୍ଷିବିଶେଷ — The rose finch (bird); the canary bird; Carpodacus Erythrinus; Serinus Canarius
- ବୈଦେ. ବି. (ଫା) — ସାରୀ ଶୁଆ ଶ୍ୟାମା ତୁତି ଚଷା ପୁଅ। ଦୟାଳୁ ପୁଣି ମୁନିଆ। ରାଧାନାଥ. ଯଯାତି।
- ବୈଦେ. ବି. (ଫା) — [ଦ୍ର—ଏହା ଶାଖାଶ୍ରୟୀ ବର୍ଗର ପକ୍ଷୀ; 7/8 ଆଙ୍ଗୁଳ ଲମ୍ବ। ଏହାର ମୁଣ୍ଡ, ଗଳା ଓ ଛାତି ଗୋଲାପୀ ରଙ୍ଗ; ପିଠି ଖଇରା ଏବଂ ବସନ୍ତକାଳରେ ରକ୍ତବର୍ଣ୍ଣ ହୁଏ। ଏହାର ଆଖି ଧଳା। ଏ 'ତୁତିଭୀତ୍ତି' ମଧୁର ଶବ୍ଦ ଉଚ୍ଚାରଣ କରେ। ଏଥିପାଇଁ ଲୋକେ ଏହାକୁ ପୋଷନ୍ତି। ଏ ତୁତ୍କୋଳିର ପ୍ରିୟ ଥିବାରୁ ଏହାର ଏପରି ନାମକରଣ ହୋଇଅଛି।] — [ଦ୍ର—ଏହା ଶାଖାଶ୍ରୟୀ ବର୍ଗର ପକ୍ଷୀ;7/8ଆଙ୍ଗୁଳ ଲମ୍ବ ଏହାର ମୁଣ୍ଡ, ଗଳା ଓ ଛାତି ଗୋଲାପୀ ରଙ୍ଗ; ପିଠି ଖଇରା ଏବଂ ବସନ୍ତକାଳରେ ରକ୍ତବର୍ଣ୍ଣ ହୁଏ ଏହାର ଆଖି ଧଳା ଏ 'ତୁତିଭୀତ୍ତି' ମଧୁର ଶବ୍ଦ ଉଚ୍ଚାରଣ କରେ ଏଥିପାଇଁ ଲୋକେ ଏହାକୁ ପୋଷନ୍ତି ଏ ତୁତ୍କୋଳିର ପ୍ରିୟ ଥିବାରୁ ଏହାର ଏପରି ନାମକରଣ ହୋଇଅଛି]
- ବୈଦେ. ବି. (ଫା) — ଏକପ୍ରକାର ଛୋଟ ଶୁଆ — A small species of parrot
- ବୈଦେ. ବି. (ଫା) — [ଦ୍ର—ଏହାର ଥଣ୍ଟ ହଳଦିଆ, ବେକ ବାଇଗଣୀ ଓ ପକ୍ଷୀ ଏବଂ ପିଠି ଶାଗୁଆ।]