ତିଳି Tiḻi

  • ପ୍ରାଦେ. (ଗଡଜାତ) ବି — ବୃକ୍ଷବିଶେଷ — A tree
  • ପ୍ରାଦେ. (ଗଡଜାତ) ବି — [ଦ୍ର—ଏହା ଗଡଜାତର ଜଙ୍ଗଲ— ମାନଙ୍କରେ ଦେଖାଯାଏ । ଏହାର ଫୁଲ ଧଳା ଓ ସୁଗନ୍ଧ ।]
  • ଦେ. ବି — ତିଲି (ଦେଖ) — Tili (See)