ତିଲି Tili

  • ଦେ. ବି. (ସଂ. ତୈଳିକ) — ବୈଶ୍ୟଜାତିବିଶେଷ — A Ba̲i̱sya caste
  • ଦେ. ବି. (ସଂ. ତୈଳିକ) — [ଦ୍ର—ବଙ୍ଗଦେଶରୁ ଏ ଦେଶକୁ ଆସିଥିବା ତିଲିମାନେ ବୈଶ୍ୟଜାତୀୟ । ଏମାନେ ଓଡ଼ିଆ ତେଲିଙ୍କଠାରୁ ପୃଥକ୍ ଏବଂ ସେମାନଙ୍କ ସଙ୍ଗେ ବିବାହ ଓ ଖାଆଣ ପିଅଣ ଆଦି କରନ୍ତି ନାହିଁ । କଟକ, ଭଦ୍ରଖ, ସୋରୋ ଓ ଖୋରଧା ଅଞ୍ଚଳରେ ଏମାନେ ପୁରୁଷାନୁକ୍ରମେ ସ୍ଥାୟୀଭାବରେ ରହିଅଛନ୍ତି । ଏମାନେ ତେଲ ପେଡ଼ନ୍ତି ନାହିଁ, ମାତ୍ର ତେଲ ଓ ତୈଳବୀଜର ବ୍ଯବସାୟ କରନ୍ତି । ଏମାନେ ଦଶହରାକୁ ବଙ୍ଗଦେଶୀୟ ତଲିମାନଙ୍କ ପରି ଦୁର୍ଗାପୂଜା କରନ୍ତି । ଓଡ଼ିଶାର ତେଲିସମାଜରେ ନିଶ ରଖିବା ମନା; ମାତ୍ର ତିଲିମାନେ ନିଶ ରଖନ୍ତି ।]