ତିଲଟ Tilaṭa

  • ଦେ. ବି. (ଜାହାଜିଆ. ଶଦ୍ଦ) — ଲୁହାର ଅର୍ଦ୍ଧଚନ୍ଦ୍ରାକାର ଅର୍ଗଳ (ଯାହା ଉପରେ ଆହୁଲାର ମଧ୍ୟଭାଗ ରଖାଯାଇ ଆହୁଲା ଚାଳିତ ହୁଏ।) — (nautical term) A crescent-shaped hook on which the oar turns while being plied