ତିରୋଟ Tiroṭa

  • ଦେ. ବି — ଅର୍ଥାଭାବ; ଅଭାବ — Pecuniary want
  • ଦେ. ବି — (ଯଥା—ମୋର ବର୍ତ୍ତମାନ ପଇସାପତ୍ରର ଭାରି ତିରୋଟ ।)
  • ଦେ. ବିଣ — ନଅଣ୍ଟ; ନଅଣ୍ଟିଆ — Insufficient
  • ଦେ. ବିଣ — ମହର୍ଗ — Dear (in price)
  • ଦେ. ବିଣ — ଅଭାବଯୁକ୍ତ (ଅବସ୍ଥା, ସମୟ, ବ୍ଯକ୍ତି) — Needy