ତିରି Tiri

  • ଗ୍ରା. ବି. ସ୍ତ୍ରୀ (ସଂ. ସ୍ତ୍ରୀ) — ସ୍ତ୍ରୀଲୋକ — A female
  • ଗ୍ରା. ବି. ସ୍ତ୍ରୀ (ସଂ. ସ୍ତ୍ରୀ) — ମୋ ଛାର ହୀନ ତିରି ନାରୀ—ଯଶୋବନ୍ତୀ. ପ୍ରେମଭକ୍ତି ବ୍ରହ୍ମଗୀତା।
  • ଗ୍ରା. ବି. ସ୍ତ୍ରୀ (ସଂ. ସ୍ତ୍ରୀ) — ଭାର୍ଯ୍ୟା; ସ୍ତ୍ରୀ — Wife
  • ଗ୍ରା. ବି. ସ୍ତ୍ରୀ (ସଂ. ସ୍ତ୍ରୀ) — ତିରା (ଦେଖ) — Tirā (See)
  • ଦେ. ଅ — ଗୁଣିତକ 3 ; ତିନି ସଂଖ୍ୟାରେ ଗୁଣା ହେଲେ — ଗୁଣିତକ3; ତିନି ସଂଖ୍ୟାରେ ଗୁଣା ହେଲେ— Multiplied by three
  • ଦେ. ଅ — (ଯଥା—ପାଞ୍ଚ ତିରି ପନ୍ଦରପଣ—ପଣିକିଆ।)