ତିରସ୍ Tiras
- ସଂ. ଅ. (ତୃ ଧାତୁ=ପାରି ହେବା+କର୍ତ୍ତୃ. ଅସ୍) — ବକ୍ର; ବଙ୍କା; ତେରଛା — Curved; oblique
- ସଂ. ଅ. (ତୃ ଧାତୁ=ପାରି ହେବା+କର୍ତ୍ତୃ. ଅସ୍) — କୁଟିଳ; ବଙ୍କାଢଙ୍କା — Crooked
- ସଂ. ଅ. (ତୃ ଧାତୁ=ପାରି ହେବା+କର୍ତ୍ତୃ. ଅସ୍) — ଅପ୍ରକାଶ୍ୟ — Latent; not patent
- ସଂ. ଅ. (ତୃ ଧାତୁ=ପାରି ହେବା+କର୍ତ୍ତୃ. ଅସ୍) — ଗୁପ୍ତ — Secret
- ସଂ. ଅ. (ତୃ ଧାତୁ=ପାରି ହେବା+କର୍ତ୍ତୃ. ଅସ୍) — ଅବଜ୍ଞା; ଅନାଦର — Disregard; derision
- ସଂ. ଅ. (ତୃ ଧାତୁ=ପାରି ହେବା+କର୍ତ୍ତୃ. ଅସ୍) — ଏପାଖରୁ ସେପାଖକୁ — Across (Apte)
- ସଂ. ଅ. (ତୃ ଧାତୁ=ପାରି ହେବା+କର୍ତ୍ତୃ. ଅସ୍) — ଗୌଣଭାବରେ — Indirectly (Apte)
- ସଂ. ଅ. (ତୃ ଧାତୁ=ପାରି ହେବା+କର୍ତ୍ତୃ. ଅସ୍) — [ଦ୍ର—ଓଡିଶାରେ ଏ ଶବ୍ଦର ସ୍ୱତନ୍ତ୍ର ବ୍ଯବହାର ନାହିଁ; କିନ୍ତୁ ଏଥିରୁ ନିଷ୍ପନ୍ନ ତିରସ୍କାର, ତିରୋଧାନ, ତିରଶ୍ଚୀନ ଆଦି ସଂସ୍କୃତ ଶବ୍ଦ ଭାଷାରେ ବ୍ଯବହୃତ ହୁଏ।]