ତିମିଷ Timisha
- ସଂ. ବି. (ତିମ୍ ଧାତୁ=ଆର୍ଦ୍ର କରିବା+ର୍ତ୍ତୃ. ଇଷ) — କାକୁଡି; ଫୁଟି (ହି. ଶବ୍ଦସାଗର) — Cucumber
- ସଂ. ବି. (ତିମ୍ ଧାତୁ=ଆର୍ଦ୍ର କରିବା+ର୍ତ୍ତୃ. ଇଷ) — ପାଣିକଖାରୁ (ହି. ଶବ୍ଦସାଗର) — The white gourd
- ସଂ. ବି. (ତିମ୍ ଧାତୁ=ଆର୍ଦ୍ର କରିବା+ର୍ତ୍ତୃ. ଇଷ) — ତରଭୁଜ—(ହି. ଶବ୍ଦସାଗର) — Water melon