ତିନି Tini
- ଦେ. ବି (ସଂ. ତ୍ରୀଣି; ପ୍ରା. ତିଣ୍ଣି) — 3 ସଂଖ୍ୟା — 3ସଂଖ୍ୟା— . Number 3
- ଦେ. ବି (ସଂ. ତ୍ରୀଣି; ପ୍ରା. ତିଣ୍ଣି) — କଉଡ଼ି ବା ପଶାଖେଳରେ 3 ସଂଖ୍ୟକ ଦାନ — କଉଡ଼ି ବା ପଶାଖେଳରେ3ସଂଖ୍ୟକ ଦାନ— . The throw of cowries or dice representing 3 marks
- ଦେ. ବିଣ — 3 ସଂଖ୍ୟକ — 3ସଂଖ୍ୟକ—. Numbering three
- ଦେ. ବିଣ — ' 3 ' ସଂଖ୍ୟାର ପୂରଣ; ତୃତୀୟ — '3' ସଂଖ୍ୟାର ପୂରଣ; ତୃତୀୟ— . Third
- ଦେ. ବିଣ — [ଦ୍ର—ସାଧାରଣଙ୍କର ବିଶ୍ୱାସ ଯେ ' 3 ' ସଂଖ୍ୟା ଅମଙ୍ଗଳକର; ଏଣୁ ଲୋକେ କହନ୍ତି ' ତିନି ତିରିକଟ(କରକଟ) ମରଣ ନିକଟ' । ବନ୍ଧୁ ବନ୍ଧୁଙ୍କୁ ତିନି ସଂଖ୍ୟକ ପଦାର୍ଥ ଦିଅନ୍ତି ନାହିଁ । ଏହି ସଂଖ୍ୟା ନିଶ୍ଚୟାତ୍ମକ ଅର୍ଥରେ ମଧ୍ୟ ବ୍ଯବହୃତ ହୁଏ; ଯଥା—ବାର୍ବାର୍ ତତେ ତିନିବାର ସାବଧାନ କଲି; ଏଣିକି ମୋର ଦୋଷ ନାହିଁ ।] — [ଦ୍ର—ସାଧାରଣଙ୍କର ବିଶ୍ୱାସ ଯେ '3' ସଂଖ୍ୟା ଅମଙ୍ଗଳକର; ଏଣୁ ଲୋକେ କହନ୍ତି ' ତିନି ତିରିକଟ(କରକଟ) ମରଣ ନିକଟ' ବନ୍ଧୁ ବନ୍ଧୁଙ୍କୁ ତିନି ସଂଖ୍ୟକ ପଦାର୍ଥ ଦିଅନ୍ତି ନାହିଁ ଏହି ସଂଖ୍ୟା ନିଶ୍ଚୟାତ୍ମକ ଅର୍ଥରେ ମଧ୍ୟ ବ୍ଯବହୃତ ହୁଏ; ଯଥା—ବାର୍ବାର୍ ତତେ ତିନିବାର ସାବଧାନ କଲି; ଏଣିକି ମୋର ଦୋଷ ନାହିଁ ]