ତିନା Tinā
- ଦେ. ବି. (ସଂ. ତ୍ରିନ୍) — (ପଶା ଓ କଉଡ଼ି ଖେଳରେ)— ତିନି ସଂଖ୍ୟକ ଦାନ — The throw of dice or cowrie resulting in 3 (in the game of dice or cowries.)
- ଦେ. ବି. (ସଂ. ତ୍ରିନ୍) — (ତାସ ଓ ଗଞ୍ଜପା ଖେଳରେ) ତିନିବିନ୍ଦୁ ଥିବା ତାସ୍ — A card having 3 points on it (in card-play)