ତିତିର Titira

  • ଦେ. ବି. (ସଂ. ତିତ୍ତିର) — ତିତ୍ତିର (ଦେଖ) — Tittira (See)
  • ଦେ. ବି. (ସଂ. ତିତ୍ତିର) — ଶରାଳି କପୋତ ତିତିରି କୁଆ। ପ୍ରତାପ ଶଶିସେଣା।
  • ଦେ. ବି. (ସଂ. ତିତ୍ତିର) — [ଦ୍ର—ଆପ୍ତେ ଏହକୁ ସଂସ୍କୃତ ଶବ୍ଦ ବୋଲି ଲେଖି ଅଛନ୍ତି।]