ତିଘାଇ Tighāi
- ଗ୍ରା. ବିଣ. ପୁଂ. (ସଂ. ତ୍ରିବିବାହିତ) — ଯେଉଁ ପୁରୁଷ ଗୋଟିକ ପରେ ଗୋଟିଏ, ଏପରି 3 ଗୋଟି ସ୍ତ୍ରୀ ବିବାହ କରିଥାଏ; ତେବେଇ; ତିଭେଇ — ଯେଉଁ ପୁରୁଷ ଗୋଟିକ ପରେ ଗୋଟିଏ, ଏପରି3ଗୋଟି ସ୍ତ୍ରୀ ବିବାହ କରିଥାଏ; ତେବେଇ; ତିଭେଇ— (a male) Married a third time after the death of 2 successive wives