ତିକଡ଼ା Tikaṟḍ̠ā
- ଦେ. ବି. (ସଂ. ତ୍ରି ଓ କପର୍ଦ୍ଦକ) — ତିନିକଡ଼ା କଉଡ଼ି — 3 cowries or small shells
- ଦେ. ବି. (ସଂ. ତ୍ରି ଓ କପର୍ଦ୍ଦକ) — ତିକଡ଼ା କାକୁଡ଼ି ତିକଡ଼ା ଲେମ୍ବୁ ଏକ ଏକ କଡ଼ାକୁ ଚାରି ଚାରି ଜାମୁ ଫଳ ହବ କୋଡ଼ିଏ କଉଡ଼ି ହବ କୋଡ଼ିଏ। ମାନସାଙ୍କ ପ୍ରଶ୍ନ।
- ଦେ. ବି. (ସଂ. ତ୍ରି ଓ କପର୍ଦ୍ଦକ) — [ଦ୍ର—ପୂର୍ବେ ଏ ଦେଶରେ କଉଡ଼ି ମୁଦ୍ରାରୂପେ ଚଳୁଥିଲା।]