ତିକ୍ତକ Tiktaka
- ସଂ. ବି (ତିକ୍ତ+ସଂଜ୍ଞାର୍ଥରେ. କ) — ନିମ୍ବ ଗଛ — Neem tree
- ସଂ. ବି (ତିକ୍ତ+ସଂଜ୍ଞାର୍ଥରେ. କ) — କଳା ଖଇର — Black catechu
- ସଂ. ବି (ତିକ୍ତ+ସଂଜ୍ଞାର୍ଥରେ. କ) — କିରାତ ତିକ୍ତ; ଚିରେଇତା — Swertia Chiraita (plant)
- ସଂ. ବି (ତିକ୍ତ+ସଂଜ୍ଞାର୍ଥରେ. କ) — କୁଟଜ; ପିତାକୋରୁଆ (ଲତା) — Wrightea Antedysenterica
- ସଂ. ବି (ତିକ୍ତ+ସଂଜ୍ଞାର୍ଥରେ. କ) — ପଟୋଳ (ଦେଖ) — Paṭoḻa (See)
- ସଂ. ବି (ତିକ୍ତ+ସଂଜ୍ଞାର୍ଥରେ. କ) — ଇଙ୍ଗୁଦି (ଦେଖ) — Iṅgudi (See)