ତିଉଡ଼ି Tiuṟḍ̠i

  • ଦେ. ବି — (ସଂ. ତ୍ରି ବୃତ୍—ତ୍; ତ୍ରିପୁଟା)—କଳମ୍ବୀ ଆଦି ବର୍ଗର ବୃହତ ଲତାବିଶେଷ — A creeper the root of which is used in laxative medicines; Operculina Turpethum; Ipomoea Turpethum
  • ଦେ. ବି — [ଦ୍ର—ନାଲିତିଉଡ଼ି ମଳସ୍ତମ୍ଭ, ଗ୍ରହଣୀ, କଫୋଦର, ଶୋଥ, ପାଣ୍ଡୁ, କ୍ରିମି, ପ୍ଳୀହା, ଜ୍ୱର, ପିତ୍ତଦୋଷ, କଫ, ବାତରକ୍ତ, ଉଦାବର୍ତ୍ତ ଓ ହୃଦରୋଗରେ ଉପକାରୀ
  • ଦେ. ବି — ଧଳାତିଉଡ଼ି—ବିରେଚକ ଓ ବାୟୁ, ପିତ୍ତଜ୍ୱର, କଫ, ପିତ୍ତ, ଶୋଥ ଓ ଉଦର ରୋଗରେ ଉପକାରୀ
  • ଦେ. ବି — କଳାତିଉଡ଼ି—ତୀବ୍ର ବିରେଚକ ଓ ମୂର୍ଚ୍ଛା, ଦାହ, ମତ୍ତତା, ଭ୍ରାନ୍ତିନାଶକ ଓ କଣ୍ଠର ଉତ୍କର୍ଷକାରକ
  • ଦେ. ବି — ତିହୁଡ଼ିର ପତ୍ର ବଡ଼ ବଡ଼; ଫୁଲ ବଡ଼, ଧଳା ଓ ପାଞ୍ଚପାଖୁଡ଼ିଆ; ଫଳ ଚାରିକୋଣିଆ ଓ ଏହା ପାଚିଲେ ପେଡ଼ିର ଡାଲାପରି ଏହାର ଉପରଆଡ଼ୁ ଖୋଳପା ଖସି ଆସେ; ମଞ୍ଜିକଳା। ଏ ଲତାର ମୂଳ ରେଚକ। ଏହା ଔଷଧରେ ବ୍ଯବହୃତ ହୁଏ। ଏହା 3 ପ୍ରକାର; ଯଥା—ଶୁକ୍ଳ, କୃଷ୍ଣ ଓ ରକ୍ତ।] — ତିହୁଡ଼ିର ପତ୍ର ବଡ଼ ବଡ଼; ଫୁଲ ବଡ଼, ଧଳା ଓ ପାଞ୍ଚପାଖୁଡ଼ିଆ; ଫଳ ଚାରିକୋଣିଆ ଓ ଏହା ପାଚିଲେ ପେଡ଼ିର ଡାଲାପରି ଏହାର ଉପରଆଡ଼ୁ ଖୋଳପା ଖସି ଆସେ; ମଞ୍ଜିକଳା ଏ ଲତାର ମୂଳ ରେଚକ ଏହା ଔଷଧରେ ବ୍ଯବହୃତ ହୁଏ ଏହା3ପ୍ରକାର; ଯଥା—ଶୁକ୍ଳ, କୃଷ୍ଣ ଓ ରକ୍ତ]
  • ଦେ. ବି — (ସଂ. ତ୍ରିପୁଟୀ)—ଖେସାରୀ (ଦେଖ) — Khesārī (See)