ତିଆ Tiā

  • ପ୍ରାଦେ (ଗଞ୍ଜାମ) ବି — ତିଆପୁଡ଼ା ଖେଳର 3, 7, 11 ଓ 15 ସଂଖ୍ୟକ ଦାନ — ତିଆପୁଡ଼ା ଖେଳର3, 7, 11ଓ15ସଂଖ୍ୟକ ଦାନ—A throw of cowries in which the numbers 3, 7, 11 or 15 come out in the indoor game of Tiāpuṟḍ̠ā
  • ଦେ. ବି (ସଂ. ତୃତୀୟା) — ତିକା, ଯେଉଁ ତାସ୍ରେ 3 ଟି ବୁନ୍ଦା ଥାଏ — ତିକା, ଯେଉଁ ତାସ୍ରେ3ଟି ବୁନ୍ଦା ଥାଏ— A card with three points on it
  • ଦେ. ବି (ସଂ. ତ୍ର୍ୟହିକ) — ତୃତୀୟ ଦିନ ଆକ୍ରମଣ କରିବା (ଜର) — Tertian (fever)