ତିଆର Tiāra
- ବୈଦେ. ବିଣ (ଆ. ତୈୟାର; ତୁଳ. ସଂ. ତତ୍ପର) — ପ୍ରସ୍ତୁତ; ନିର୍ମିତ — Built; made; prepared; constructed; composed
- ବୈଦେ. ବିଣ (ଆ. ତୈୟାର; ତୁଳ. ସଂ. ତତ୍ପର) — ସୁସଜ୍ଜିତ — Well equipped; fitted up
- ବୈଦେ. ବିଣ (ଆ. ତୈୟାର; ତୁଳ. ସଂ. ତତ୍ପର) — ଉଦ୍ୟତ; ତତ୍ପର; ମୃସ୍ତେଜ୍ — Ready
- ବୈଦେ. ବିଣ (ଆ. ତୈୟାର; ତୁଳ. ସଂ. ତତ୍ପର) — ବ୍ଯବହାରରେ ଲାଗିବା ପାଇଁ ସମ୍ପୂର୍ଣ୍ଣରୂପେ ଉପଯୁକ୍ତ — Fit for immediate use
- ବୈଦେ. ବିଣ (ଆ. ତୈୟାର; ତୁଳ. ସଂ. ତତ୍ପର) — ନିଷ୍ପନ୍ନ; ସମ୍ପନ୍ନ — Finished; completed
- ବୈଦେ. ବିଣ (ଆ. ତୈୟାର; ତୁଳ. ସଂ. ତତ୍ପର) — ବଢ଼ି ଯାଇଥିବା; ଉତ୍ତମରୂପେ ପରିପୁଷ୍ଟ — Well developed
- ବୈଦେ. ବିଣ (ଆ. ତୈୟାର; ତୁଳ. ସଂ. ତତ୍ପର) — ମଜବୁତ୍ ଓ ହୃଷ୍ଟପୁଷ୍ଟ — Stout and strong
- ବୈଦେ. ବିଣ (ଆ. ତୈୟାର; ତୁଳ. ସଂ. ତତ୍ପର) — ପୃଥୁଳ — Plump; fat
- ବୈଦେ. ବିଣ (ଆ. ତୈୟାର; ତୁଳ. ସଂ. ତତ୍ପର) — ବନ୍ଦୋବସ୍ତ କରା ଯାଇଥିବା — Arranged
- ବି (ଆ. ତୈୟାରୀ) — ନିର୍ମାଣ; ରଚନା — Construction; preparation; make
- ବି (ଆ. ତୈୟାରୀ) — ସଜ୍ଜୀକରଣ — Equipment
- ବି (ଆ. ତୈୟାରୀ) — ତତ୍ପରତା — Readiness; the state of being prepared for something