ତିଆଗ Tiāga

  • ଗ୍ରା (ପଦ୍ଯ) ବି (ସଂ. ତ୍ୟାଗ) — ତ୍ୟାଗ (ଦେଖ) — Tyāga (See)
  • ଗ୍ରା (ପଦ୍ଯ) ବି (ସଂ. ତ୍ୟାଗ) — ମଧୁ ତିଆଗୁଁ ଆଗ ଭୁରୁବିଳାସ—ରାଧାନାଥ. ମେଘଦୂତ।