ତାହା Tāhā
- ଦେ. ସର୍ବନାମ (ସଂ. ତଦ୍) — (କ୍ଳୀ. 1 ମା. 1 ବ.) ସେହି; ତା — (କ୍ଳୀ.ମା.ବ.) ସେହି; ତା—. That
- ଦେ. ସର୍ବନାମ (ସଂ. ତଦ୍) — [ଦ୍ର—ଏହି ଶବ୍ଦ ବସ୍ତୁ ବା ପଦାର୍ଥ ପାଇଁ ବ୍ଯବହୃତ ହୁଏ; ବ୍ଯକ୍ତି ପାଇଁ ବ୍ଯବହୃତ ଆକାର, ସେ।]
- ଦେ. ସର୍ବନାମ (ସଂ. ତଦ୍) — (ପୁଂ. ସ୍ତ୍ରୀ. ଓ କ୍ଳୀ. 6 ଷ୍ଠୀ 1 ବ.) ତାହାର; ତାର; ତା — (ପୁଂ. ସ୍ତ୍ରୀ. ଓ କ୍ଳୀ.6ଷ୍ଠୀ1ବ.) ତାହାର; ତାର; ତା— . His; her; its
- ଦେ. ସର୍ବନାମ (ସଂ. ତଦ୍) — (ପୁଂ. ଓ କ୍ଳୀ. 2 ୟା 1 ବ.) ତାହାକୁ; ତାକୁ — (ପୁଂ. ଓ କ୍ଳୀ.2ୟା1ବ.) ତାହାକୁ; ତାକୁ— . Him; that; it
- ଦେ. ସର୍ବନାମ (ସଂ. ତଦ୍) — ନାଗପାଶ ବାଣେ ବାନ୍ଧିଣ ତାହା, ନବରେ ପଶିଲା ମନ ଇଚ୍ଛାହା। ପ୍ରାଚୀ. ଶିଶୁଶଙ୍କର. ଉଷାଅଭିଳାଷ।
- ଦେ. ସର୍ବନାମ (ସଂ. ତଦ୍) — ସେହି — The same
- ଦେ. ସର୍ବନାମ (ସଂ. ତଦ୍) — [ଦ୍ର—ତାହା ଶବ୍ଦର 1 ମା ତାହା, 2 ୟା ତାହାକୁ, ତାହାଠାକୁ, 3 ୟା ତାହାଦ୍ୱାରା, ତାହା ଦେହି, 5 ମୀ ତାହାଠାରୁ, ତାହାଠଉଁ, ତାହାଠୁ, 6 ଷ୍ଠୀ ତାହାର, 7 ମୀ ତାହାଠି; ତାହାଠେଇଁ; ତାହାଠାରେ; ତାହା ଶବ୍ଦର 1 ମା ବିଭକ୍ତି କେବଳ ବସ୍ତୁ ପାଇଁ ବ୍ଯବହୃତ ହୁଏ; ଓ ବ୍ଯକ୍ତିପାଇଁ 'ସେ' ବ୍ଯବହୃତ ହୁଏ। କିନ୍ତୁ 1 ୟା, 3 ୟା, 5 ମୀ. 6 ଷ୍ଠୀ ଓ 7 ମୀ ବିଭକ୍ତିର ରୂପମାନ ଅନାଦରାର୍ଥେ ବ୍ଯକ୍ତି ପାଇଁ ମଧ୍ୟ ବ୍ଯବହୃତ ହୁଏ।] — [ଦ୍ର—ତାହା ଶବ୍ଦର1ମା ତାହା,2ୟା ତାହାକୁ, ତାହାଠାକୁ,3ୟା ତାହାଦ୍ୱାରା, ତାହା ଦେହି,5ମୀ ତାହାଠାରୁ, ତାହାଠଉଁ, ତାହାଠୁ,6ଷ୍ଠୀ ତାହାର,7ମୀ ତାହାଠି; ତାହାଠେଇଁ; ତାହାଠାରେ; ତାହା ଶବ୍ଦର1ମା ବିଭକ୍ତି କେବଳ ବସ୍ତୁ ପାଇଁ ବ୍ଯବହୃତ ହୁଏ; ଓ ବ୍ଯକ୍ତିପାଇଁ 'ସେ' ବ୍ଯବହୃତ ହୁଏ କିନ୍ତୁ1ୟା,3ୟା,5ମୀ.6ଷ୍ଠୀ ଓ7ମୀ ବିଭକ୍ତିର ରୂପମାନ ଅନାଦରାର୍ଥେ ବ୍ଯକ୍ତି ପାଇଁ ମଧ୍ୟ ବ୍ଯବହୃତ ହୁଏ]